Advertisement

Container Vehicle Having Haryana Number Plate Carries People To Odisha | NandighoshaTV

Container Vehicle Having Haryana Number Plate Carries People To Odisha | NandighoshaTV କେଣ୍ଟେନର ଭିତରେ ପଶି ଓଡ଼ିଶା ଆସିବା ଉଦ୍ୟମ। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ରାଣୀତାଲ ନିକଟରେ ସ୍ଥାନୀୟ ଲୋକ ଏକ କଣ୍ଟେନରକୁ ଅଟକାଇଥିଲେ । କଣ୍ଟେନର ଭିତରେ ଅନେକ ଲୋକ ଥିବା ଜଣାପଡ଼ିଥିଲା । ବାଲେଶ୍ୱର ପଟୁ ଆସୁଥିବା କଣ୍ଟେନର ଭୁବନେଶ୍ୱର ରାସ୍ତାରେ ପଳାଇଯାଇଛି । ହରିୟାଣା ନମ୍ବର ଥିବା କଣ୍ଟନର ଭିତରେ ଅନେକ ଲୋକ ଥିବା ସୂଚନା ମିଳିଛି ।

#NandighoshaTV,#breakingnews,

Post a Comment

0 Comments